କାହାକୁ ଓ କେଉଁ ପରିସ୍ଥିତିରେ ଗଣ୍ଠି ପ୍ରତିରୋପଣ ଦରକାର ହୁଏ? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଗଣ୍ଠି ପ୍ରତିରୋପଣ କ’ଣ? ଆଣ୍ଠୁଗଣ୍ଠି ପ୍ରତିରୋପଣ କାହିଁକି କରାଯାଏ? କାହିଁକି ଜଣେ ଆଣ୍ଠୁ ପ୍ରତିରୋପଣ କରିବେ? ଆର୍ଥ୍ରାଇଟିସ୍ ରୋଗର ଚିକିତ୍ସା ଆଣ୍ଠୁ ପ୍ରତିରୋପଣ ପାଇଁ ୫ଟି ସଙ୍କେତ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣ କ’ଣ?